ବାଲିଯାତ୍ରାରେ ରୁଚି ମସଲା ଷ୍ଟଲ

କଟକ ଐତିହାସିକ ବାଲିଯାତ୍ରାର ଆଜି ଶେଷ ସଂଧ୍ୟା। ଆଠ ନଅ ଦିନ ହେବ ତଳ ଓ ଉପର ବାଲିଯାତ୍ରାରେ ଖଚାଖଚ୍ ଭିଡ ଦେଖିବାକୁ ମିଳୁଛି ।କିଣାକିଣି ସାଙ୍ଗ କୁ ନୂଆ ନୂଆ ଜିନିଷ ବାଛି ଘରକୁ ନେଉଛନ୍ତି ଲୋକେ । ତେବେ ବାଲିଯାତ୍ରାର ଉପର ଓ ତଳ ପଡିଆରେ ରୁଚି ମସଲ ପକ୍ଷରୁ ଷ୍ଟଲ ପଡିଛି । ମସଲା ଷ୍ଟଲ ଓ ଫୋର୍ଜିଟ ଷ୍ଟଲରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳୁଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଶେଷ ଅଫରର ବ୍ୟବସ୍ଥା କରିଛି ଏହି ମସଲା କମ୍ପାନୀ । ଆରମ୍ଭରୁ ଗ୍ରାହକ ଏହି ମସଲାକୁ ପସନ୍ଦ କରୁଛନ୍ତି ।  ୪୯ବର୍ଷର ରୁଚି ବ୍ରାଣ୍ଡ କୁ ଗ୍ରାହକ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ବୋଲି ଏହାର ପ୍ରତିଷ୍ଠାତା ଡ଼ ଶରତ କୁମାର ସାହୁ କହିଛନ୍ତି  ।

 

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!