କଟକରେ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଛି ଓଡିଶା ମାଷ୍ଟର୍ସ BWF ସୁପର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ତୃତୀୟ ଦିନରେ ଜର୍ମାନୀ, ଇଣ୍ଡୋନେସିଆ, ଭାରତୀୟ ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ କରି ମ୍ୟାଚ ଜିତିଛନ୍ତି। ଷ୍ଟାଡିୟମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ରହି ମ୍ୟାଚ ଉପଭୋଗ କରିଛନ୍ତି।

