BSFର ନୂଆ ଆଇଜି କୈଳାସ ଚନ୍ଦ୍ର ଜାଟ

ଓଡ଼ିଶା ବିଏସଏଫର ନୂଆ ଆଇଜି ଭାବେ ଦାୟିତ୍ବ ଦେଲେ କୈଳାସ ଚନ୍ଦ୍ର ଜାଟ । ବେଙ୍ଗାଳୁରୁରେ ଥିବା ମୁଖ୍ୟାଳୟରେ ଡି.କେ ଶର୍ମାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି କୈଳସ ଚନ୍ଦ୍ର ଜାଟ । ଉନ୍ନତ ପ୍ରଶିକ୍ଷଣ ପାଇଁ ବେଶ ଜଣାଶୁଣା । ବିଏସଏଫକୁ ଆଗକୁ ନେବାରେ ତାଙ୍କର ପାରଦର୍ଶିତା ରହିଛି । ଜାମ୍ମୁ କାଶ୍ମୀର ପରି ଆତଙ୍କବାଦୀ ଅଧ୍ୟୁଷିତ ଅଞ୍ଚଳରେ ସେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ତାଙ୍କ ନେତୃତ୍ବରେ ରାଜ୍ୟରେ ମୁତୟନ ଥିବା ବିଏସଏଫ ୟୁନିଟ୍ ତଥା ନକ୍ସଲ ଦମନରେ ନିୟୋଜିତ ବାହିନୀରେ ବ୍ୟାପକ ରୂପାନ୍ତରଣ ଆଶା ରହିଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!