ବିଜେଡି ଘୋଷଣା କଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ ପର୍ଯ୍ୟାୟ ପ୍ରାର୍ଥୀ। ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ୯ ବିଧାନସଭା ଆସନ ପାଇଁ ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।
ଅତୁଟ ରହିବ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ବିକାଶର ଧାରା। ଏହି ବିଶ୍ୱାସକୁ ବଜାୟ ରଖି ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ @bjd_odisha ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ବିକାଶର ଏହି ଧାରାକୁ ଆହୁରି ବଳିଷ୍ଠ କରିବା, ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନ ଦିଗରେ ଆଗକୁ ବଢ଼ିବା।… pic.twitter.com/O53V6BZgrU
— Naveen Patnaik (@Naveen_Odisha) April 5, 2024
ରେଙ୍ଗାଲି- ସୁଦର୍ଶନ ହରିପାଲ
ରାଉରକେଲା–ସାରଦା ନାୟକ
ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କୀ
କେନ୍ଦୁଝର- ମୀନା ମାଝି
ରାଇରଙ୍ଗପୁର- ରାଇସିଂ ମୁର୍ମୁ
ବାଲେଶ୍ବର- ସ୍ବରୁପ କୁମାର ଦାସ
ବାରବାଟି କଟକ- ପ୍ରକାଶ ଚନ୍ଦ୍ର ବେହେରା
ଜୟଦେବ- ନବ କିଶୋର ମଲ୍ଲିକ
ସାଲେପୁର- ପ୍ରଶାନ୍ତ ବେହେରା

