ସୁରଙ୍କ ମୁହଁରେ ନବୀନଙ୍କ ପ୍ରଶଂସା

ସୁରେଶ ରାଉତରାୟଙ୍କ ମୁହଁରେ ନବୀନଙ୍କ ପ୍ରଶଂସା । ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି । କହିଛନ୍ତି, ଦୁଇ ଜଣ ରାଜ୍ୟର ବିକାଶ କାମକୁ ଆଗକୁ ନେଇଛନ୍ତି ।

ବିକାଶ କାମ ଆହୁରି ଆଗକୁ ବଢାଇବାକୁ ହେଲେ ଯୋଡି ଶଙ୍ଖରେ ଭୋଟ୍ ଦେବା ପାଇଁ ଅନୁରୋଧ କରିଛନ୍ତି ।

ସେପଟେ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରି ସୁର କହିଛନ୍ତି, ସୁଯୋଗ ଦିଅନ୍ତୁ ସେବା କରିବା । ବିରୋଧୀ ବାଟ ପାଉନାହାନ୍ତି, ହତାଶ, ନିରାଶା ଓ ଭୟଭୀତ ଅଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!