ପଦବୀ ସହ ବଦଳିଲା ସୋସିଆଲ ମିଡ଼ିଆ ପ୍ରୋଫାଇଲ

ବଦଳିଲା ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ର ବାୟୋ । ପୂର୍ବରୁ ଥିଲା ସିଏମଓ ଓଡ଼ିଶବର୍ତ୍ତମାନ ରହିଛି ବିଜେଡି ସଭାପତି । ଏକ୍ସ ଏବଂ ଇନଷ୍ଟାଗ୍ରାମରେ ପ୍ରୋଫାଇଲ ଷ୍ଟାଟସ ମଧ୍ୟ ବଦଳାଇଛନ୍ତି ନବୀନ । ସେହିପରି ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରୋଫାଇଲ ମଧ୍ୟ ଅପଡେଟ୍ ହୋଇଛି, ପୂର୍ବରୁ ଏମଏଲଏ କେନ୍ଦୁଝର ଥିବା ବେଳେ ଏହାକୁ ବଦଳାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବୋଲି ଅପଡେଟ୍ କରିଛନ୍ତି ମୋହନ ।

ସେହିପରି ବିଜେପି ନେତ୍ରୀ ପ୍ରଭାତୀ ପରିଡା ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ବୋଲି ନିଜ ଆକାଉଣ୍ଟ ଅପଡେଟ୍ କରିଛନ୍ତି ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!