ଆନ୍ଧ୍ରରେ ପୁଣି ନାଇଡୁ ସରକାର

ଆନ୍ଧ୍ରପ୍ରଦେଶକୁ ପୁଣି ଫେରିଛି ନାଇଡୁ ସରକାର । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ବିଜୟୱାଡା କେସରପଲ୍ଲି ଆଇଟି ପାର୍କରେ ତାଙ୍କର ଶପଥ ଗ୍ରହଣ ସମାରୋହ ଆଜି ସାରା ଦେଶର ଦୃଷ୍ଟି କେନ୍ଦ୍ରିଭୂତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ନୀତିନ ଗଡକରୀ ଓ ସାଉଥ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଉପସ୍ଥିତ ଥିଲେ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!