ଜୁଲାଇ ୮ରେ ଖୋଲିବନି ରତ୍ନ ଭଣ୍ଡାର, ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ

ରତ୍ନ ଭଣ୍ଡାର ଖୋଲିବା ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ । ମନ୍ତ୍ରୀ ଙ୍କ କହିବା ଅନୁଯାୟୀ , ରତ୍ନ ଭଣ୍ଡାର କେବେ ଖୋଲିବ ତାହାର ନିଷ୍ପତ୍ତି ହୋଇନାହିଁ । ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଗକୁ ନିଷ୍ପତ୍ତି ନେବେ ସରକାର ।

ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ଏହାକୁ ନେଇ ଆଇନ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି ।ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି ବିଶୃଙ୍ଖଳିତ ଏଏସଆଇ ଅଧିକାରୀ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

 

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!