-ପ୍ରତି ସୋମବାର ଦିନ ୧୧ଟାରୁ ଅଭିଯୋଗ ଶୁଣାଣି ଆରମ୍ଭ ହେବ
– ସକାଳ ୯ଟାରୁ ୧୨ଟା ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜିକରଣ କରିବାକୁ ହେବ
– www.janasunani.odisha.gov.in ରେ ପଞ୍ଜିକରଣ କରିହେବ
– ୱେବସାଇଟରେ ପ୍ରଥମେ ନିଜ ପୂରା ନାଁ ଓ ମୋବାଇଲ ନମ୍ବର ଦେବାକୁ ହେବ
– ଏହା ସହ ଏକ ପାସୱାର୍ଡ ଦେଇ ସାଇନ୍ ଅପ୍ କରିବାକ ହେବ
– ଏହା ପରେ ଲଗଇନ୍ କରି ଅଭିଯୋଗ ପଞ୍ଜିକରଣ କରିବାକୁ ପଡ଼ିବ
– ୬୩୭୦୯୫୧୯୩୦ ହ୍ୱାଟ୍ସଆପ୍ ନମ୍ବରକୁ ମେସେଜ୍ କରି ପଞ୍ଜିକରଣ କରିହେବ
– ଇ-ମେଲ ଓ ଚିଠି ମାଧ୍ୟମରେ ମଧ୍ୟ ପଞ୍ଜିକରଣ କରାଯାଇପାରିବ
– ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଆରମ୍ଭ କରିବେ
– ସମ୍ମିଳନୀ କକ୍ଷରେ ଏକକାଳୀନ ୩୦ ଜଣ ଲୋକ ବସିପାରିବେ
– ଅନ୍ୟ ସମସ୍ତଙ୍କର ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି

