ବିଜେଡି ଛାଡ଼ିଲେ, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ମମତା ମହନ୍ତ

ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା । ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ସୂଚନା । ୨୦୨୦ ମସିହାରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା ମହନ୍ତ । ୨୦୨୬ ମସିହା ଏପ୍ରିଲ ମାସରେ ସରିଥାନ୍ତା ମମତାଙ୍କ କାର୍ଯ୍ୟକାଳ ।

ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ କାହିଁକି ଇସ୍ତଫା ଦେଲେ ଏବଂ ଇସ୍ତଫା ପରେ କ’ଣ ରହିବ ତାଙ୍କ ପଦକ୍ଷେପ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ଅଟନ୍ତି ମମତା ମହାନ୍ତ ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!