ବାଙ୍କୀ ମହୋତ୍ସବରେ ବିଜେଡିକୁ ଆଟାକ୍‌ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ବାଙ୍କୀ ମହୋତ୍ସବରେ ବିଜେଡିକୁ ଆଟାକ୍‌ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ସ୍ଥାନୀୟ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ କଟାକ୍ଷ କଲେ । ବିଜେଡି କାହିଁକି ହାରିଛି କେହି ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି । ବିଜେଡିକୁ ବୁଦ୍ଧି ଶିଖାଇବା ଓ ସରକାରଙ୍କ ଅହଂକାର ଭାଙ୍ଗିବାକୁ ଉତ୍ସାହ ଥିଲା ।

ଅସ୍ମିତାର ବିଜୟ ଯେତିକି ହୋଇନି, ଅହଂକାରର ପରାଜୟ ତାଠୁ ଅଧିକ ହୋଇଛି । ଓଡ଼ିଶାରେ ନିର୍ବାଚନ ମୋତେ ଶିକ୍ଷା ଦେଇଛି, ଅହଂକାରର ନିଶ୍ଚିତ ପରାଜୟ ହେବ । ସମସ୍ତେ ପାର୍ଟିକୁ ତଳେ ରଖନ୍ତୁ, ମାଟିକୁ ଉପରେ ରଖନ୍ତୁ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!