କେନ୍ଦୁଝର ଜିଲ୍ଲା କାନପୁର ଜଳସେଚନ ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍

କେନ୍ଦୁଝର ଜିଲ୍ଲା କାନପୁର ଜଳସେଚନ ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍ ।ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ରେଡ୍ । ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । କୈଳାଶ ସାହୁଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ରେଡ୍ । ବନେଶ୍ବର, ପୁରୀ, କଟକ, ଯାଜପୁର, କେନ୍ଦୁଝରରେ ଏକକାଳୀନ ରେଡ୍ ।

କଳିଙ୍ଗ ନଗର ଓ ବ୍ୟାସ ନଗରରେ ୩୬ ପ୍ଲଟ ଠାବ ହୋଇଥିବା ବେଳେ ,ଯାଜପୁର ଓ ଭୁବନେଶ୍ୱରରେ ୩ଟି ଫ୍ଲାଟ ଏବଂ କୋରେଇରେ ଗୋଟିଏ ୩ ମହଲା ଘର ଥିବା ସୂଚନା । ସରକାରୀ ବାସଭବନ ଓ ଅଫିସରେ ରେଡ୍ ଏକ କାଳିନ ଭାବେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!