ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ। ରାଜ୍ୟର ବିଭିନ୍ନ ସ୍ଥାନରେ ଏସଡିପିଓ ଓ ଡିଏସପିଙ୍କୁ ବଦଳି ଓ ପଦୋନ୍ନତି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭିଜିଲାନ୍ସ ଡିଏସପି ଦକ୍ଷିଣ ଚନ୍ଦ୍ର ମୁର୍ମୁଙ୍କୁ ଅତିରିକ୍ତ ଏସପି(ଗୁଇନ୍ଦା) ଭାବେ ପଦୋନ୍ନତି କରାଯାଇଛି। ସେହିପରି ସଂଗ୍ରାମ ଟୁଡୁ, ମହେନ୍ଦ୍ର କୁମାର ନାଏକଙ୍କୁ ଅତିରିକ୍ତ ଏସପି(ଗୁଇନ୍ଦା) ଭାବେ ପଦୋନ୍ନତି କରାଯାଇଛି।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!