ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା

ମହିଳା କମିଶନ ଅଧ୍ୟକ୍ଷା ପଦରୁ ମିନତି ବେହେରା ହଟିଛନ୍ତି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।ଗତ ମାସ ୨୩ ତାରିଖରେ ସରକାର ମହିଳା କମିଶନ ଅଧ୍ୟକ୍ଷା ପଦରୁ ମିନତି ବେହେରାଙ୍କୁ ବରଖାସ୍ତ କରିଥିଲେ। ୨୫ରେ ତାଙ୍କ କାମରେ ଅସନ୍ତୋଷ ଜାହିର କରି ମିନତି ବେହେରାଙ୍କୁ ସରକାର କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ରାଜ୍ୟ ସରକାର। ନଭେମ୍ବର ୧ ତାରିଖ ମହିଳା କମିଶନ ନୋଟିସର ଉତ୍ତର ରଖିଥିଲେ।

ସୂଚନାଯୋଗ୍ୟ ଗତ ମାସ ୨୩ ତାରିଖରେ ସରକାର ମହିଳା କମିଶନ ଅଧ୍ୟକ୍ଷା ପଦରୁ ମିନତି ବେହେରାଙ୍କୁ ବରଖାସ୍ତ କରିଥିଲେ। ୨୫ରେ ତାଙ୍କ କାମରେ ଅସନ୍ତୋଷ ଜାହିର କରି ମିନତି ବେହେରାଙ୍କୁ ସରକାର କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ରାଜ୍ୟ ସରକାର। ନଭେମ୍ବର ୧ ତାରିଖ ୪ଟା ବେଳେ ମହିଳା କମିଶନ ନୋଟିସର ଉତ୍ତର ରଖିଥିଲେ। ସରକାର ମିନତିଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ପଦରୁ ହଟେଇ ଦେଇଥିଲେ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!