ଆଇପିଏସ୍ ଅନୁପମା ଜେମସଙ୍କୁ କେନ୍ଦ୍ରରେ ନିଯୁକ୍ତି

୨୦୧୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ଅନୁପମା ଜେମସଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି ।

ସେ ଏନଆଇଏ(ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସୀ)ର ଏସପି ଭାବେ ୫ବର୍ଷ ପାଇଁ କାର୍ଯ୍ୟ କରିବେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଏସପି ଭାବେ କାର୍ଯ୍ୟରତ ଅନୁପମା ଜେମସ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ତାଙ୍କୁ ଏନଆଇଏ ଏସପି ଭାବେ ନିଯୁକ୍ତି ମିଳିଛି । ସେ ୫ବର୍ଷ ପାଇଁ ଏନଏଆଇରେ କାର୍ଯ୍ୟ କରିବେ ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!