ଇଣ୍ଟରଭ୍ୟୁ ଟାଇମ୍ସ ତରଫରୁ ବିଶିଷ୍ଟ ସମାଜସେବୀ ଶିବ ପ୍ରସାଦ ମିଶ୍ରଙ୍କୁ ସମ୍ବର୍ଦ୍ଧନା

ଇଣ୍ଟରଭ୍ୟୁ ଟାଇମ୍ସ ତରଫରୁ ବିଶିଷ୍ଟ ସମାଜସେବୀ ଶିବ ପ୍ରସାଦ ମିଶ୍ରଙ୍କୁ ଦିଆଗଲା ସମ୍ବର୍ଦ୍ଧନା ।

ନିଜର ସାରା ଜୀବନ ସମାଜ ସେବାରେ ଅତିବାହିତା କରିଥିବା ବେଳେ ଗରିବ, ଅସହାୟଙ୍କ ମୁହଁରେ ଫୁଟାଇଛନ୍ତି ହସ। ଏଭଳି ଉଚ୍ଚକୋଟୀର କାର୍ଯ୍ୟ ପାଇଁ ଅନେକ ସମ୍ମାନିତ ସହ ପୁରସ୍କୃତ ହୋଇଛନ୍ତି ସମାଜସେବୀ ଶିବ ପ୍ରସାଦ ମିଶ୍ର।

ତେବେ ଆଜି ଏଭଳି କାର୍ଯ୍ୟ ପାଇଁ ଇଣ୍ଟରଭ୍ୟୁ ଟାଇମ୍ସର କାର୍ଯ୍ୟାଳୟ ଠାରେ ସମାଜସେବୀ ଶିବ ପ୍ରସାଦ ମିଶ୍ରଙ୍କୁ କରାଯାଇଛି ସମ୍ମାନିତ।

Post Views44 Total Count

Apply Now


This will close in 0 seconds

error: Content is protected !!