ଶ୍ରୀମନ୍ଦିର ଭିତରେ ଟଳି ପଡିଲେ ସେବାୟତ

ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା। ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ। ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ିଗଲେ ସେବାୟତ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସାହାଯ୍ୟରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ସୁଆର ବଡୁ ସେବାୟତ ଜଣକ ହେଉଛନ୍ତି ମାଟିମଣ୍ଡପ ସାହିର ଜଗନ୍ନାଥ ମେକାପ।

Post Views68 Total Count

Apply Now


This will close in 0 seconds

error: Content is protected !!