ଆଜି ସଂଧ୍ୟା ୫ ରେ ନବଦାସଙ୍କ ପରିବାର କୁ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ

ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପତ୍ନୀଙ୍କୁ ସାକ୍ଷାତ ସମୟ ଦେଲେ ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟା ୫ ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଦାସଙ୍କ ପତ୍ନୀ। ଲୋକସେବା ଭବନରେ ଭେଟିବାକୁ ମୁଖ୍ୟମନ୍ତ୍ରୀ ସମୟ ଦେଇଛନ୍ତି । ଆଜି ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପରିବାର ।

ନବ ଦାସ ଙ୍କ ପତ୍ନୀ ମିନତି ଦାସ, ଝିଅ ଦିପାଲି ଦାସ ଓ ବିଶାଳ ଦାସ ଭେଟିବେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଚିଠି ମୁଖ୍ୟ ମନ୍ତ୍ରୀଙ୍କୁ ଦେବେ ବୋଲି ଦିପାଲି ଆଜି ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ଇ -ମେଲ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲେ ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପତ୍ନୀ ।

Post Views15 Total Count

Apply Now


This will close in 0 seconds

error: Content is protected !!