ଜାଣନ୍ତୁ, ଏମତି କାହିଁକି କହିଲେ ବିଜେଡି ନେତା

ବିଜେପି ପାଖରେ କୌଣସି ପ୍ରଶ୍ନର ଉତ୍ତର ନାହିଁ। ଯେତେବେଳେ ବିରୋଧୀ ଦଳ ଲୋକଙ୍କ ସ୍ୱରକୁ ଶାଣିତ କରୁଛି, ସେମାନେ କହୁଛନ୍ତି ବିରୋଧୀ ଗୃହ ଚଳାଇଦେଉ ନାହାନ୍ତି। ହେଲେ ଗୃହ ଚଳାଇବା ଦାୟିତ୍ୱ ସରକାରଙ୍କର। ସରକାର କିଛି ନ ଶୁଣିବାରୁ ଆମେ ଆନ୍ଦୋଳନ କରି ଗେଟ ଆଗରେ ବସିଲୁ। ସରକାର ନ ଶୁଣିଲେ ବିରୋଧୀ କାହିଁକି ଗୃହକୁ ଯିବେ ବୋଲି ବିଜେଡି ବିଧାୟ ଅରୁଣ ସାହୁ ପ୍ରଶ୍ନ କରିଛନ୍ତି।
ଅନୁସୂଚିତ ଜାତି, ଜନଜାତି ତଥା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ଜନସଂଖ୍ୟା ୯୪ %। ସେମାନଙ୍କୁ ଅଧିକାର ନ ଦେଲେ, ସରକାରଙ୍କ ଗୃହ ଯିବାର ଅଧିକାର ନାହିଁ। ବୈଷୟିକ ଶିକ୍ଷାରେ ମାତ୍ର ୨୦% ସଂରକ୍ଷଣ। ହେଲେ OBC ପାଇଁ ଶୂନ୍ୟ ସଂରକ୍ଷଣ କ’ଣ ସ୍ୱାଗତଯୋଗ୍ୟ ବୋଲି ପ୍ରଶ୍ନ କରିଛନ୍ତି। ଯେବେ ଜାମୁ କାଶ୍ମୀର OBC, SC ଓ ST ସଂରକ୍ଷଣକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କଲେ, ଓଡ଼ିଶାରେ କିଛି ନ କରି ଶିଶୁ ସରକାର ହୋଇ ରହିବ। ଶୁଖୁଆରୁ ଶିଖିବା ସରକାର ହୁଅ। ସଂଖ୍ୟା ଓ ସମ୍ଭବ ଅନୁସାରେ ସଂରକ୍ଷଣ ଦିଅ। ସରକାର କହୁଛନ୍ତି ଆଲୋଚନା ପାଇଁ ପ୍ରସ୍ତୁତ। ହେଲେ କରୁନ। ଆଲୋଚନା କରିବା ସରକାରଙ୍କ ଦାୟିତ୍ୱ। ହେଲେ ନିର୍ବାଚନ ଜିତି ମିଛ କହିବାରୁ ଲୋକଙ୍କ ଆସ୍ଥା ହରାଇଛନ୍ତି।

Post Views26 Total Count

Apply Now


This will close in 0 seconds

error: Content is protected !!