ଆଜି ପବିତ୍ର ଇଦ୍ ପର୍ବ

ଆଜି ପବିତ୍ର ଇଦ୍ ପର୍ବ। ମୁସଲମାନ ସଂପ୍ରଦାୟର ପ୍ରମୁଖ ପର୍ବ। ମାସେ ବ୍ୟାପି ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳିବେ ମୁସଲମାନ ଧର୍ମାବଲମ୍ବୀ। ଭୋରରୁ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମସଜିଦରେ ଉପସ୍ଥିତ ରହି ସମୂହ ନମାଜ ପାଠ ହୋଇଛି ।

ଇସଲାମିକ ମାନ୍ୟତା ଅନୁଯାୟୀ, ଇଦ-ଉଲ୍-ଜୁହା ହଜରତ ଇବ୍ରାହିମଙ୍କ ତ୍ୟାଗକୁ ମନେପକାଇ ଏହି ପର୍ବ ପାଳନ କରାଯାଇଥାଏ। ସେପଟେ ରାଜ୍ୟରେ ଆଜି ଇଦ୍-ଉଲ-ଫିତର ପାଳନ ନେଇ ଅଞ୍ଜୁମାନ ଇସଲାମିଆ ଅହଲେ ସୁନ୍ନତ୍ ଅଲ୍ ଜମାତ କଟକ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ସମ୍ବଲପୁର ଓ ସୁନ୍ଦରଗଡରେ ଚାନ୍ଦ ଦେଖାଯିବା ଯୋଗୁଁ ରାଜ୍ୟରେ ଇଦ ପାଳନ ପାଇଁ ନିଷ୍ପତ୍ତି ହୋଇଛି।

Post Views4 Total Count

Apply Now


This will close in 0 seconds

error: Content is protected !!