ଜେଇଇ ମେନ୍ ରେଜଲ୍ଟ ପ୍ରକାଶ

ପ୍ରକାଶ ପାଇଛି ନେସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ମେନ ସେସନ-୨ ରେଜଲ୍ଟ ଘୋଷଣା । ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷା ଫଳ ବର୍ତ୍ତମାନ ସିଧାସଳଖ ଏନଟିଏର ୱେବସାଇଟରେ ଦେଖିପାରିବେ।

ଆପଣ Jeemain.nta.nic.in ୱେବସାଇଟ ପରିଦର୍ଶନ କରନ୍ତୁ। ସେସନ ୧ ସ୍କୋର କାର୍ଡ ଡାଉନଲୋଡ ଲିଙ୍କରେ କ୍ଲିକ କରନ୍ତୁ। ଆବଶ୍ୟକ ତଥ୍ୟ ଦେଇ ସାଇଟରେ ଲଗ୍-ଇନ କରନ୍ତୁ। ଏହାପରେ ଆପଣ ନିଜ ରେଜଲ୍ଟ ଦେଖିପାରିବା ସହ ଡାଉନଲୋଡ ମଧ୍ୟ କରିପାରିବେ।

Post Views49 Total Count

Apply Now


This will close in 0 seconds

error: Content is protected !!