Related Posts
ଭଜନ କୀର୍ତ୍ତନ କଲେ ବିରୁଷ୍କା
କ୍ରିକେଟ୍ ମହାକୁମ୍ଭର ଏହି କୋଳାହଳଠାରୁ ଦୂରରେ ରହି ଏକ ଶାନ୍ତ ଆଧ୍ୟାତ୍ମିକ ଜୀବନଯାପନ କରୁଛନ୍ତି ଭାରତୀୟ ବ୍ୟାଟିଂ ସୁପରଷ୍ଟାର୍ ବିରାଟ…
୭ ବର୍ଷ ପରେ ଚୀନ ମାଟିରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି
ମୋଟ ୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦି ଚୀନ ମାଟିରେ ପହଞ୍ଚିଛନ୍ତି । ସେ ଏଠାରେ ସାଂଘାଇ ସହଯୋଗ ସଂଗଠନର…
ନିମନ୍ତ୍ରଣ ଦେବା ବାହାନାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା
ଉତ୍ତରପ୍ରଦେଶର ଜୈନପୁରରେ ନିମନ୍ତ୍ରଣ ଦେବା ବାହାନାରେ ବିଚ୍ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଗଳି କରି ହତ୍ୟା କରିଥିବା ଅଭିଯୋଗ…

ରାଜ୍ୟରେ ଏପରି ପରିବାର ରହିଛନ୍ତି ଯେଉଁମାନେ ଇନ୍ଦିରା ଆବାସ ପାଇଥିଲେ। ସେଥିଲାଗି ସେମାନେ ଆଉ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ଯୋଗ୍ୟ ହୋଇପାରିନାହାନ୍ତି। ସେତେବେଳେ ସେମାନେ ଇନ୍ଦିରା ଆବାସ ଯୋଜନାରେ ୪୮ ହଜାର ଟଙ୍କା ପର୍ଯ୍ୟନ୍ତ ପାଇଥିଲେ। ସେହି ହିତାଧିକାରୀମାନେ ଯେଉଁ ଘର କରିଥିଲେ ସେଗୁଡିକ ମଧ୍ୟ ଭାଙ୍ଗିଗଲାଣି।