ହାତ ଛାଡି ଶଙ୍ଖ ଧରିଲେ ଦୀଲିପ ପ୍ରଧାନୀ

କଂଗ୍ରେସର ବିଧାୟକ ପ୍ରାର୍ଥୀ ଦୀଲିପ ପ୍ରଧାନୀ ହାତ ଛାଡି ଶଙ୍ଖ ଧରିଛନ୍ତି।

ଶଙ୍ଖ ଭବନ ଠାରେ ନବରଙ୍ଗପୁର ଜିଲ୍ଲା ଵିଜେଡି ସଭାପତି ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ମୁନ୍ନାଖା, ରମେଶ ମାଝୀ, ସଦାଶିବ ପ୍ରଧାନୀଙ୍କ ଉପସ୍ଥିତିରେ ଦୀଲିପ ପ୍ରଧାନୀ ଵିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନରେ ଖୁଡ଼ି କୈଶଲ୍ୟା ପ୍ରଧାନୀଙ୍କ ବିଜେଡ଼ିର ପ୍ରାର୍ଥୀ ହୋଇଥିବା ବେଳେ ଦୀଲିପ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ଶେଷକୁ ବିଜେପିର ଗୌରୀଶଙ୍କର ମାଝୀ ଵାଜିମାତ କରିଥିଲେ।

Post Views16 Total Count

Apply Now


This will close in 0 seconds

error: Content is protected !!