କଟକ ଶିଶୁ ଭବନ ନୂଆ ବିଲ୍‌ଡିଂ କାନ୍ଥ ଭୁଶୁଡ଼ିଲା

ଭୁଶୁଡ଼ିଲା କଟକ ଶିଶୁ ଭବନର ନୂଆ ବିଲ୍‌ଡିଂ କାନ୍ଥ । ଲଗାଣ ବର୍ଷା ଯୋଗୁଁ ନୂଆ ବିଲ୍‌ଡିଂ କାନ୍ଥ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବସତଃ, ଏଥିରେ କେହି ମୃତ୍ୟୁ ବରଣ କରି ନାହାଁନ୍ତି। ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହୁଥିବା ବେଳେ,ଗତକାଲିଠୁ ଟ୍ୱିନସିଟିରେ ବର୍ଷାର ପ୍ରକୋପ ଦେଖିବାକୁ ମିଳୁଛି।

ଆଉ ଏହାରି ଭିତରେ ଆଜି ସକାଳୁ କଟକରେ ବର୍ଷା ଛାଡ଼ିବାର ନାଁ ଧରୁନି। ଫଳରେ କଟକର ଶିଶୁ ଭବନର ନୂଆ ବିଲଡିଂ କାନ୍ଥ ଭୁଶୁଡ଼ି ପଡ଼ିଛି। ଏଥିରେ କେହି ମୃତ୍ୟୁ ବରଣ କରି ନ ଥିବା ବେଳେ କିଛି ବାଇକ୍ ବିଲଡିଂ କାନ୍ଥ ଭୁଶୁଡ଼ିବାରୁ ଚାପି ହୋଇଯାଇଛି।

 

 

 

Post Views29 Total Count

Apply Now


This will close in 0 seconds

error: Content is protected !!