ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ

ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଜଣ ହେଲେ ଜୀବନ ରାଉତ, ରଶ୍ମି ମହାପାତ୍ର, ଦେବାଶିଷ ପ୍ରଧାନ ।

ଏମାନଙ୍କ ବିରୁଦ୍ଧରେ ବିଏନ୍‌ଏସ୍‌ର ୩୩୩/୧୩୨/୧୨୧ (୧)/୧୨୧ (୨) /୧୦୯/୩୫୧ (୨) /୬୨/୧୪୦ (୨)/୩୦୪ /୫୪/୬୧ (୨)/୧୮୯ (୨)/୧୯୦ /୩(୫)

ଖାରବେଳ ନଗର ପୋଲିସ ଥାନା ଗୋଟିଏ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି । ଆକ୍ରମଣରେ ଅନ୍ୟଙ୍କ ସମ୍ପୃକ୍ତକୁ ନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

Post Views2 Total Count

Apply Now


This will close in 0 seconds

error: Content is protected !!