ବିଜେଡିର ୫ ଜଣ ରାଜ୍ୟସଭା ସାଂସଦ ୱାକଫ୍ ବିଲ୍ ସପକ୍ଷରେ ଭୋଟ୍

ବିଜେଡିର ୫ ଜଣ ରାଜ୍ୟସଭା ସାଂସଦ ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେବା ସ୍ପଷ୍ଟ ହେବା ପରେ ଅସନ୍ତୋଷ ଝାଡ଼ିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।

ଦେବାଶିଷ କହିଛନ୍ତି, ବିଜେଡି ୱାକଫ୍ ବିଲ୍ ନେଇ ଜାତୀୟସ୍ତରରେ ଲଜ୍ଜିତ ହୋଇଛି । ଆପ୍ ଓ ଟିଏମସି ଭଳି ଲେଫ୍ଟ ପ୍ରଣ୍ଟ ଦଳ ଆଗରେ ଆମେ ଲଜ୍ଜିତ ହେଲୁ ।

କାରଣ ସେମାନଙ୍କ ଭଳି ଆମ ସାଂସଦମାନେ ବୈଠକରେ ବସି ବିଲକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମେ ବି ୱାକଫ୍ ବିଲ୍ ବିପକ୍ଷରେ ଭୋଟ୍ ଦେବୁ ବୋଲି କହିଥିଲୁ କିନ୍ତୁ ପରେ ସପକ୍ଷରେ ଭୋଟ୍ ଦେଇଛନ୍ତି ଆମର ୫ ଜଣ ରାଜ୍ୟସଭା ସଦସ୍ୟ ।

Post Views2 Total Count

Apply Now


This will close in 0 seconds

error: Content is protected !!