୧୮ ବର୍ଷ ପାର ହୋଇଥିଲେ ମିଳିବ ନାହିଁ ଆଧାର

ଦୀର୍ଘବର୍ଷ ହେବ ଆସାମ ଅନୁପ୍ରବେଶକାରୀ ସମସ୍ୟା ଭିତରେ ଗତି କରୁଛି । ମୁଖ୍ୟମନ୍ତ୍ରୀଙ୍କ କହିବା କଥା ଅନେକ ଥର ଅନୁପ୍ରବେଶକାରୀମାନେ ଆଧାରକାର୍ଡକୁ ପରିଚୟପତ୍ର ଭାବେ ବ୍ୟବହାର କରୁଛନ୍ତି । ଏହା ଫଳରେ ୧୮ ବର୍ଷରୁ ଅଧିକ ଅନୁପ୍ରବେଶକାରୀଙ୍କୁ ରୋକିବାରେ ସହଜ ହେବ ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ କହିଛନ୍ତି କି, ରାଜ୍ୟରେ ଥିବା ୧୮ ବର୍ଷରୁ ଅଧିକ ବୟସ୍କଙ୍କର ଆଉ ନୂଆ ଆଧାର କାର୍ଡ ପ୍ରସ୍ତୁତ କରାଯିବ ନାହିଁ । ଅର୍ଥାତ ଯଦି ଆପଣଙ୍କୁ ୧୮ ବର୍ଷ ପୂରି ଯାଇଛି ଓ ଆପଣ ଆଧାରକାର୍ଡ ପ୍ରସ୍ତୁତ କରିନାହାଁନ୍ତି ତେବେ ଆପଣ ଆଉ ଆଧାରକାର୍ଡ ପାଇବେ ନାହିଁ । ଏହାସହ ସେ ୧ ମାସ ସମୟ ଦେଇଛନ୍ତି । ଏହି ୧ ମାସ ମଧ୍ୟରେ ଯାହା ପାଖରେ ଆଧାରକାର୍ଡ ନାହିଁ ସେ ବନାଇପାରିବେ । ଏହି ପଦକ୍ଷେପ ରାଜ୍ୟର ସୁରକ୍ଷା ଓ ଭୌଗଳିକ ବାଲାନ୍ସକୁ ନଜରରେ ରଖି ନିଆଯାଇଥିବା ସେ କହିଛନ୍ତି ।

Post Views4 Total Count

Apply Now


This will close in 0 seconds

error: Content is protected !!