ଦକ୍ଷିଣ କୋରିଆକୁ ୪-୧ରେ ହରାଇଛି ଟିମ୍‌ ଇଣ୍ଡିଆ

ଏସିଆ କପ୍‌ ହକି ଫାଇନାଲ୍‌ରେ ଦମଦାର ବିଜୟଲାଭ କରିଛି ଭାରତ । ଦକ୍ଷିଣ କୋରିଆକୁ ୪-୧ରେ ହରାଇଛି ଟିମ୍‌ ଇଣ୍ଡିଆ । ୨ଟି ଗୋଲ୍‌ ଦେଇଥିବା ଦିଲ୍‌ପ୍ରୀତ ସିଂହଙ୍କୁ ପ୍ଲେୟର୍‌ ଅଫ୍‌ ଦି ମ୍ୟାଚ୍‌ ମିଳିଛି ।ଅମିତ ରୋହିଦାସ ଓ ଦିଲ୍‌ପ୍ରୀତ ସିଂହଙ୍କ ଗୋଟିଏ ଲେଖାଏଁ ଗୋଲ୍ ନେଇଥିବା ବେଳେ ଚତୁର୍ଥ ଥର ପାଇଁ ଭାରତ ନାଁରେ ଏସିଆ କପ୍‌ ହକି ଟାଇଟେଲ୍ ଆସିଛି । ବିଜୟ ସହ ୨୦୨୬ ହକି ବିଶ୍ବକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ଦଳ ।

Post Views6 Total Count

Apply Now


This will close in 0 seconds

error: Content is protected !!