ଚୌଦ୍ୱାର ସର୍କଲ ଜେଲରୁ ଦୁଇ ଡକାୟତ ଫେରାର

ଚୌଦ୍ୱାର ସର୍କଲ ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇଛନ୍ତି। କାଲି ରାତି ଗୋଟାଏ ପରେ ସେଦୁହେଁ ଜେଲ ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଛି। ଫେରାର ଅଭିଯୁକ୍ତ ହେଉଛନ୍ତି ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ୱାର ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇଛନ୍ତି। କାଲି ରାତି ଗୋଟାଏ ପରେ ସେଦୁହେଁ ଜେଲ ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଛି। ଦୁଇ ଡକାୟତ ପାଣିକୋଇଲି ପଣ୍ଡା ସୁନା ଗହଣା ଦୋକାନର ମାଲିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ଦୁହେଁ, ଯାଜପୁର ଜେଲରୁ ଆସିଥିଲେ। ଉଭୟେ ଜେଲରୁ ଫେରାର ହେବାକୁ ବହୁ ବାର ଚେଷ୍ଟା କରିଥିଲେ। ଗତକାଲି ରାତିରେ ଆରିରେ କାଟି ପୂଜାର ମୌକା ଦେଖି ଖସି ଯାଇଥିବା କୁହାଯାଉଛି।

ଦୁଇ ଡକାୟତ ପାଣିକୋଇଲି ପଣ୍ଡା ସୁନା ଗହଣା ଦୋକାନର ମାଲିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ଦୁହେଁ, ଯାଜପୁର ଜେଲରୁ ଆସିଥିଲେ। ଉଭୟେ ଜେଲରୁ ଫେରାର ହେବାକୁ ବହୁ ବାର ଚେଷ୍ଟା କରିଥିଲେ। ଗତକାଲି ରାତିରେ ଆରିରେ କାଟି ପୂଜାର ମୌକା ଦେଖି ଖସି ଯାଇଥିବା କୁହାଯାଉଛି

Post Views6 Total Count

Apply Now


This will close in 0 seconds

error: Content is protected !!