ଏନ୍‌କାଉଣ୍ଟରରେ କୁଖ୍ୟାତ ମାଓ ନେତା ହିଡ୍‌ମା ନିପାତ

ଆନ୍ଧ୍ରପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନ୍‌କାଉଣ୍ଟରରେ କୁଖ୍ୟାତ ମାଓ ନେତା ହିଡ୍‌ମା ନିପାତ । ହିଡ୍‌ମା ନାଁରେ ଥିଲା ୧ କୋଟି ଟଙ୍କାର ପୁରସ୍କାର । ତାଙ୍କ ପତ୍ନୀ ରାଜେ ମଧ୍ୟ ଏହି ଏନ୍‌କାଉଣ୍ଟରରେ ଟଳିଥିବା ସୂଚନା ।
ଆସୁରୀ ସୀତାରାମ ଜଙ୍ଗଲରେ ଗୁଳୁବିନିମୟ ଜାରି । ଏହା ସହ ଆହୁରି ୬ ମାଓବାଦୀ ମଧ୍ୟ ନିପାତ ।ଅନ୍ୟପଟେ ମାଲକାନଗିରି ସୀମାରେ ମଧ୍ୟ ପୁଣି ଏନକାଉଣ୍ଟର । ଛତିଶଗଡ଼ ସୁକୁମା ଜିଲ୍ଲା ଏରାବୋର ଜଙ୍ଗଲରରେ ଗୁଳିବିନିମୟ ଜଣେ ମାଓବାଦୀଙ୍କ ମୃତ୍ୟୁ ସୁଚନା ।

ଉଭୟ ପକ୍ଷରୁ ଏବେବି ଗୁଳିବିନିମୟ ଜାରି । ମାଲକାନଗିରି ଜିଲ୍ଲା ପଡିଆ ଥାନା ଆରପଟେ ରହିଛି ଏରାବୋର ଜଙ୍ଗଲ । ମାଲକାନଗିରି ସୀମା ଆରପଟେ ଯବାନ ମାଓବାଦୀ ଗୁଳି ବିନିମୟ । ଆନ୍ଧ୍ରପ୍ରଦେଶ ପ୍ରଦେଶ ଆଲୁରୀ ସୀତାରାମରାଜୁ ଜଙ୍ଗଲରେ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Post Views40 Total Count

Apply Now


This will close in 0 seconds

error: Content is protected !!