ଉନ୍ନତିର ଦୀପ ଦିଲ୍ଲୀପ

ପ୍ରତ୍ୟେକଟି ଯୁବପୀଢ଼ିଙ୍କ ଆଦର୍ଶ, ଉନ୍ନତିର ସାରଥି ଓ ନୂତନ ସରକାରଙ୍କ ସଂଘର୍ଷର ବହିରେ ଏକ ଫର୍ଦ୍ଦ ସାଜିଥିବା ଦିଲ୍ଲୀପ କୁମାର ବେହେରା ।

ବିଜେପିର ସାଧାରଣ ସମ୍ପାଦକ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଟି ଉନ୍ନୟନମୂଳକ କାର୍ଯ୍ୟକୁ ଘରେ ଘରେ ପହଞ୍ଚିବାକୁ ସବୁ ବେଳେ ଚେଷ୍ଟିତ। ତାହା ରକ୍ତଦାନ ହେଉ ଅବା କାହାକୁ ନ୍ୟାୟ ଦେବାରେ ଅହରହ କରିଥାନ୍ତି ସଂଘର୍ଷ।

ଖୁସି ହେଉ ଅବା ଦୁଃଖ, ତାହା କାହାର ଶୁଦ୍ଧିକ୍ରିୟା ହେଉ ଅବା ଟୁର୍ଣ୍ଣାମେଣ୍ଟ ସବୁଠି ଖୋଜା ପଡେ ଦିଲ୍ଲୀପ ଭାଇଙ୍କୁ । ପ୍ରତ୍ୟେକଟି ଗରିବ, ନିଷ୍ପେସିତ ଓ ଅସହାୟଙ୍କ ଦୁଆରେ ସବୁ ବେଳେ କଟେ ଦିଲ୍ଲୀପ ଭାଇଙ୍କ ରାତି ଦିନ ।

ବିଜେପିର ବଡ଼ ବଡ଼ ତୁଙ୍ଗ ନେତାଙ୍କ ନିକଟରେ ରହି ଭୁବନେଶ୍ଵର ତଥା ଆଖ ପାଖ ଅଞ୍ଚଳର ଉନ୍ନତି ପାଇଁ ଉଠାଇ ଥାନ୍ତି ସ୍ୱର। ୧୯୮୯ ମେ ୨ ଶ୍ୟାମପୁର ଗ୍ରାମ, ଭୁବନେଶ୍ୱରରେ ଜନ୍ମ ହୋଇଥିବା ବେଳେ କଳିଙ୍ଗ ବିଦ୍ୟାପୀଠ ସ୍କୁଲରେ ପାଠ ପଢା ଏହା ପରେ ବି.କମ୍ ଏବଂ ଏବେ LLB ମଧ୍ୟ କରୁଛନ୍ତି ।

ତେବେ ସେ ପୁର୍ବରୁ ୨୦୨୨ରେ ଉତ୍ତର ଭୁବନେଶ୍ୱର ଜିଲ୍ଲା ପରିଷଦ ନିର୍ବାଚନ କୋର୍ଡିନେଟର , ଉତ୍ତର ଭୁବନେଶ୍ୱର ପାଇଁ ରାମ ମନ୍ଦିର ଆଖ୍ୟାତ ଚାଉଳ ବଣ୍ଟନ ସଂଯୋଜକ,ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନଗର ପରିକ୍ରମା କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଆୟୋଜିତ କରିଥିଲେ, ଉତ୍ତର ଭୁବନେଶ୍ୱରରେ ପ୍ରାୟ ୧୦୦୦ ରୁ ଅଧିକ ଲୋକଙ୍କ ଯୋଗଦାନ,ଉତ୍ତର ଭୁବନେଶ୍ୱରରେ ସର୍ବଦଳୀୟ ସଂଗଠନ କାର୍ଯ୍ୟକ୍ରମ ପାଇଁ ସଂଯୋଜକ,ଉତ୍ତର ଭୁବନେଶ୍ୱରରେ ସମସ୍ତ ରାଜନୈତିକ ପ୍ରତିବାଦ ଏବଂ ରାଜନୈତିକ କାର୍ଯ୍ୟକଳାପ ପାଇଁ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଛନ୍ତି।

Post Views65 Total Count

Apply Now


This will close in 0 seconds

error: Content is protected !!