ମା’କୁ ମାରି ପୋଡି ଦେଲା ପୁଅ

ନିମାପଡା ବଳଙ୍ଗା ଥାନା ଗୋପୀନାଥ ପୁର ତେରହଳ ଗାଁରେ ମା ସୁଲୋଚନା ସେନାପତିଙ୍କୁ ମାରିବା ପରେ ପୁଅ ପୋଡି ଦେଇଛି ପୁଅ ଧଡିଆ ସେନାପତି । ଅଧା ପୋଡା ଅବସ୍ଥାରେ ପଡିଛି ଜଣେ ମହିଳାଙ୍କ ଶବ ।

ମୁଣ୍ଡରୁ ଆଣ୍ଠୁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଳି ଯାଇଛି । ଆଣ୍ଠୁ ତଳକୁ ଗୋଡର ଅବଶିଷ୍ଟ ଅଂଶ ପଡି ରହିଛି । ଏହି ଖବର ପାଇବା ପରେ ବଳଙ୍ଗା ପୋଲିସ ଆସି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ମୃତ ଦେହର ଅବଶିଷ୍ଟାଂଶକୁ ପୋଲିସ ଉଦ୍ଧାର କରିବା ସହ ପାଖରେ ପଡିଥିବା ମୋବାଇଲ, କିରୋସିନ୍ ଜାରକୁ ଜବତ କରିଛି ।

ଫରେନସିକ୍ ଟିମ୍ ପହଞ୍ଚି ପାରିପାଶ୍ୱର୍କ ସ୍ଥିତିର ଯାଞ୍ଚ କରିବା ସହ ପୂରା ଅଂଚଳର ଫଟୋଗ୍ରାଫି ଓ ମ୍ୟାପିଂ କରିଛନ୍ତି ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!