ପାରଳାଖେମୁଣ୍ଡିରେ ଜିଏସଟି ରେଡ୍

ଗଜପତି ପାରଳାଖେମୁଣ୍ଡିରେ ଜିଏସଟି ରେଡ୍ । ସୁରିୟା ଜୁଏଲର୍ସର ତିନିଟି ଦୋକାନରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି ।

ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ବିଭାଗର ୯ ଜଣିଆ ଟିମ୍ ଚଢ଼ାଉ ଜାରି ରଖିଛି ।

ଦୋକାନରେ ସୁନା ଷ୍ଟକ୍ ଓ ଟ୍ୟାକ୍ସ ପ୍ରଦାନ ଏବଂ ଗ୍ରାହକଙ୍କୁ ବିଲ୍ ଦିଆଯାଉଛି ନା ନାହିଁ, ସେ ସଂପର୍କରେ ସମସ୍ତ ତଥ୍ୟକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!