ତେଜସ୍ବୀ ଯାଦବଙ୍କ ବାସଭବନରେ ଇଡି ର ରେଡ୍

ଦିଲ୍ଲୀରୁ ବିହାର ଯାଏଁ ଲ୍ୟାଣ୍ଡ ଫର ଜବ ସ୍କାମକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ବିହାର, ୟୁପି ଓ ମୁମ୍ବାଇରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପରିବାର ଓ ସମ୍ପର୍କୀୟଙ୍କ ଘରେ ଇଡି ରେଡ କରିଛି ।

ସେହିପରି ଲାଲୁଙ୍କୁ ମଧ୍ୟ ଜେରା ପାଇଁ ସିବିଆଇ ସମନ ଜାରି କରିଛି ।

IRCTC ଚାକିରି ଅନିୟମିତତାକୁ ନେଇ ଆରଜେଡିର ପୂର୍ବତନ ବିଧାୟକ ଅବୁ ଦୋଜାନାଙ୍କ ପାଟନାସ୍ଥିତ ଘରେ ବି ଚଢ଼ାଉ ଜାରି ରହିଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!