ଉପକାରାଗାରରେ ଝୁଲିପଡ଼ିଲେ କଏଦୀ

ବୌଦ୍ଧ ଉପକାରାଗାରରେ ଝୁଲିପଡ଼ିଲେ କଏଦୀ । ଗାଧୁଆ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବୌଦ୍ଧ ଉପକାରାଗାରରେ ଆଜୀବନ ସଜା କଟୁଥିଲେ କଏଦୀ ।

ମୃତକ ହେଲେ ବାଉଁଶୁଣି ଥାନା ଜମଘାଟିର ରବୀନ୍ଦ୍ର ମେହେର । ୨୦୧୫ରେ ଏକ ହତ୍ୟାକାଣ୍ଡରେ ରବୀନ୍ଦ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

୨୦୧୭ରେ ଅଦାଲତ ରବୀନ୍ଦ୍ରଙ୍କୁ ଆଜୀବନ ସଜା ଶୁଣାଇଥିଲେ । ଆଜି ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେଲରୁ ଶବ ବ୍ୟବଚ୍ଛେଦ ପାଇଁ ନିଆଯିବ ।

Post Views79 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!