ଜଗଦୀଶ କାନାରା ବ୍ୟାଙ୍କ୍ ଭୁବନେଶ୍ୱର ଅଞ୍ଚଳ ମୁଖ୍ୟ

ବ୍ୟାଙ୍କର୍ସ ଜଗଦୀଶ ଚନ୍ଦର କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ନୂତନ ଅଞ୍ଚଳ ମୁଖ୍ୟ ଭାବେ ବରିଷ୍ଠ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଦିଲ୍ଲୀ ସର୍କଲ କାର୍ଯ୍ୟାଳୟରେ ରିସ୍କ ମ୍ୟାନେଜମେଣ୍ଟ ବିଭାଗରେ ମଧ୍ୟ ଅଧିକାରୀ ରୂପେ କାର୍ଯ୍ୟ କରିଛନ୍ତି।

ଏହା ପୂର୍ବରୁ ଜଗଦୀଶ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ‘ଚିଫ୍ ଗ୍ରୁପ୍ ରିସ୍କ ଅଫିସର’ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ।

ଉଲ୍ଲେଖଯୋଗ୍ୟ, ୧୯୮୮ରେ ସେ କାନାରା ବ୍ୟାଙ୍କରେ ଯୋଗଦେବା ସହ ରିସ୍କ ମ୍ୟାନେଜମେଣ୍ଟ, ଏଚ୍ଆର୍, ଫରେକ୍ସ, ଏମ୍ଏସ୍ଏମ୍ଇ ଏବଂ କର୍ପୋରେଟ୍ କ୍ରେଡିଟ୍ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରହି ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ସେ ବ୍ୟାଙ୍କର ହଂକଂ ଶାଖାରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!