ପଶ୍ଚିମବଙ୍ଗରେ ରିଲିଜ ହେବ `ଦ କେରଳ ଷ୍ଟୋରୀ’

ଫିଲ୍ମ କେରଳ ଷ୍ଟୋରୀକୁ ନେଇ ପଶ୍ଚମିବଙ୍କ ସରକାରଙ୍କୁ ଶକ୍ତ ଝଟକା ।ନିସିଦ୍ଧ ପରେ ପୁଣି ପଶ୍ଚିମବଙ୍ଗରେ ରିଲିଜ ହେବ କେରଳ ଷ୍ଟୋରୀ । ମମତା ସରକାର କିଛି ଦିନ ପୂର୍ବରୁ କେରଳ ଷ୍ଟୋରୀ ରିଲିଜକୁ ବ୍ୟାନ କରିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ବେଲେ ଏହାର ଶୁଣାଣି କରିଛନ୍ତି କୋର୍ଟ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!