କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ବ୍ଲାକ୍ ସିଲଭର ଗେଟଅପ୍ରେ ରେଡ କାର୍ପେଟରେ ଏଣ୍ଟ୍ରି କଲେ ଏୈଶ୍ବର୍ଯ୍ୟା । ଐଶ୍ବର୍ଯ୍ୟାଙ୍କୁ ଏହୁ ଲୁକକୁ ପ୍ୟାନ ଅପେକ୍ଷା କରିଥିଲେ । ଐସଙ୍କୁ ଏଥର କାର୍ପେଟରେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହା ଐଶ୍ବର୍ଯ୍ୟାଙ୍କର ପ୍ରଥମ ଥର ନୁହେଁ ପୂର୍ବରୁ ସେ ୨୦୦୨ରେ କାନ୍ସ ଫେଷ୍ଟିଭାଲରେ ସାମିଲ ହୋଇଥିଲେ । ତେବେ ଏହି ଫେଷ୍ଟାଭାଲ ୧୬ ଆରମ୍ଭ ହୋଇ ୨୭ ଯାଏ ଚାଲିବ ।

