ରିଲିଜ ହେଲା ଅପକମିଂ ଫିଲ୍ମ ରକି ଔର ରାନୀକି ପ୍ରେମ କାହାନୀର ଫାଷ୍ଟ ଲୁକ୍ । ଡାଇରେକ୍ଟର କରନ ଜୋହର ତାଙ୍କ ଜନ୍ମଦିନରେ ଫିଲ୍ମର ଫାଷ୍ଟ ଲୁକ୍କୁ ଆଉଟ୍ କରିଛନ୍ତି । ଫିଲ୍ମରେ ରଣବୀର ଓ ଆଲିଆଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି । ଆଲିଆ ଦେଶୀ ଗାର୍ଲ ଓ ରଣବୀର ଓ୍ବେଷ୍ଟର୍ଣ୍ଣ ଲୁକରେ ନଜର ଆସିଛନ୍ତି । ଫ୍ୟାନ ଏହି ନୁଆ ଲୁକକୁ ପସନ୍ଦ ମଧ୍ୟ କରିଛନ୍ତି । ଆସନତା ଜୁଲାଇ ୨୮ରେ ପରଦାରେ ହିଟ କରିବ ଏହି ଫିଲ୍ମ ।

