‘ମୋ ଘର’ ଯୋଜନା ଉପରେ ବାଜିଲା କ୍ୟାବିନେଟ ମୋହର

‘ମୋ ଘର’ ଯୋଜନା ଉପରେ ବାଜିଲା କ୍ୟାବିନେଟ ମୋହର । ଏହି ଯୋଜନାରେ କଠୋର ମାପଦଣ୍ଡ ପାଇଁ ବାଦ୍ ପଡିଥିବା ପରିବାର ଓ ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଉପକୃତ ହୋଇପାରିବ ।

ସେହିଭଳି ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନାରେ ନିଜ ଗୃହର ଉନ୍ନତିକରଣ ଓ ସମ୍ପ୍ରସାରଣ କରିପାରିବେ ।

ଏହି ସହାୟତା ରାଶି ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ପ୍ରଦାନ କରାଯିବ ଯଦି ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କଠୋରୀ ଥିବା ଛାତ ଘରେ ବସବାସ କରୁଥିବେ ,ଯଦି ପରିବାର ପୂର୍ବରୁ ସରକାରଙ୍କ ଠାରୁ ଗୃହ ନିର୍ମାଣ ଯୋଜନାରେ କୌଣସି ସହାୟତା ପାଇନଥିବେ କିମ୍ବା ୭୦ ହଜାର ଟଙ୍କାରୁ କମ ସହାୟତା ପାଇଥିବେ ଯଦି ପରିବାରର ମାସିକ ରୋଜଗାର ୨୫ ହଜାରରୁ କମ ଥିବ ,ଯଦି ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଚାରିଚକିଆ ଯାନ ନଥିବ,ଯଦି ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ ଓ ପେନସନଭୋଗୀ ହୋଇନଥିବେ,୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାର,ଗୃହ ନିର୍ମାଣ ପରେ ରାଜ୍ୟ ସରକାର ସବସିଡି ରାଶି ପ୍ରଦାନ କରିବେ

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!