ଇଫକୋ ପାରାଦୀପ ୟୁନିଟ ପୁରସ୍କୃତ

ଇଫକୋ ପାରାଦୀପ ୟୁନିଟକୁ ମିଳିଛି ସମ୍ମାନଜନକ ନେଚର କେୟାର ସଷ୍ଟେନେବିଲିଟି ଆୱାର୍ଡ ୨୦୨୩ । ପରିବେଶ କ୍ଷେତ୍ରରେ ଶ୍ରେଷ୍ଠତ୍ବ ପାଇଁ ଅନୁଷ୍ଠାନକୁ ଏହି ପୁରସ୍କାର ମିଳିଛି।

ନେଟର କେୟାର ଇନିସିଏଟିଭ୍ ପକ୍ଷରୁ ବିଶ୍ଵ ପରିବେଶ ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ଆଇଟି ଏବଂ କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ଡାଇରେକ୍ଟର ଏବଂ ୟୁନିଟ୍ ହେଡ୍ କେ ଜେ. ପଟେଲ ଏହି ପୁରସ୍କାର ଲାଭ କରିଛନ୍ତି।

ଏହି ଅବସରରେ ପାରାଦୀପ ପୋର୍ଟ ଅଥରିଟିର ଅଧ୍ୟକ୍ଷ ପି ଏଲ୍ ହରନାଥ, ପରବେଶବିତ୍ ପଣ୍ଡିତ ମାତୃପ୍ରସାଦ ମିଶ୍ର, ସ୍କୁଲ ଅଫ୍ ଆର୍ଥର ଓସେନ୍ କ୍ଲାଏମଣ୍ଟେ ଚେଞ୍ଜ ଆଇଆଇଟି ଭୁବନେଶ୍ଵରର ମୁଖ୍ୟ ଡ ସନ୍ଦୀପ ପଟ୍ଟନାୟକ ଏବଂ ଅନ୍ୟ ଅତିଥମାନେ ଉପସ୍ଥିତ ଥିଲେ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!