ନମ୍ବର ପ୍ଲେଟ୍‌ ନଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ,ଆଜିଠୁ ଆଦାୟ ହେବ ଫାଇନ୍

ରାଜ୍ୟ ପରିବହନ ବିଭାଗର ବଡ଼ ଘୋଷଣା । ଗାଡ଼ିରେ HSRP ଲଗାଇନଥିଲେ ପଡିବ ଫାଇନ । ଆଜିଠୁ ଆରମ୍ଭ ହେଉଛି ସ୍ବତନ୍ତ୍ର ଡ୍ରାଇଭ୍ । ଏଚଏସଆରପି ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାରରୁ ୧୦ ହଜାର ଟଙ୍କାର ଫାଇନ ଆଦାୟ କରାଯିବ ।ଦଣ୍ଡ ବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି ।

 

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!