BCCI ANNOUNCES NEW LEAD SPONSOR
BCCI କଲା ବଡ଼ ଘୋଷଣା । ଏଥର ବଦଳିଯିବ ଟିମ୍ ଇଣ୍ଡିଆର ଜର୍ସି । ବାଇଜୁ ବଦଳରେ ଏବେ ଟିମ୍ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିବ ଡ୍ରିମ ଇଲେଭେନର ଲୋଗୋ । ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ବିସିସିଆଇ ଘୋଷଣା କରିଛି, ବାଇଜୁ ବଦଳରେ ଏବେ ଡ୍ରିମ୍ ୧୧ ହେଇଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ ରହିବ । ଆଗାମୀ ୩ ବର୍ଷ ପାଇଁ ଡ୍ରିମ୍ ୧୧ ଟିମ୍ ଇଣ୍ଡିଆର ନୂଆ ଲିଡ୍ ସ୍ପନସର ହେଇଥିବା ଜଣାପଡିଛି ।

