ଖୁବଶୀଘ୍ର ଆସିବାକୁ ଯାଉଛି ମୁଭି ଆରଆରଆରର ସିକ୍ୱେଲ ।ଡିରେକ୍ଟର ଏସଏସ ରାଜାମୌଳିଙ୍କ ପିତା ତଥା ଆରଆରଆର ଫିଲ୍ମର ରାଇଟର ବିଜେନ୍ଦ୍ର ପ୍ରସାଦ କନଫର୍ମ କରିଛନ୍ତି କି ସେ ରାମ ଚରଣ ଓ ଜୁନିୟର ଏନଟିଆର ଷ୍ଟାରର ମୁଭି ଆରଆରଆରର ସିକ୍ୱେଲ ଆଣିବେ । ଏହି ଫିଲ୍ମ ବହୁ ମାତ୍ରାରେ ହିଟ୍ କରିଥିଲା । ତେବେ ଫିଲ୍ମର ପାର୍ଟ ଆସିବାକୁ ନେଇ ଏକ୍ସାଇଟେଡ ଅଛନ୍ତି ଫ୍ୟାନ । ତେବେ ଶୁଣିବାକୁ ମିଳୁଛି ଆରଆରଆର ୨ରେ ଷ୍ଟୋରୀ ଲାଇନ ସମ୍ପୂର୍ଣ୍ଣ ଅଲଗା ହେବ। ମୁଭିର ନିର୍ଦ୍ଦେଶନା ରାଜାମୌଲି ଅଥବା କେହି ହଲିଉଡ ଡିରେକ୍ଟର ଦେଇପାରିନ୍ତି । ଏଯାଏ କୌଣସି କନଫର୍ମମେଶନ କରାଯାଇନାହିଁ ।
Related Posts
ସାଧ୍ବୀ ସତୀଶ ସୈଲ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ମୁକୁଟ
କୀଟ ବିଶ୍ୱବିଦ୍ୟାଳୟ ପରିସରରେ ହୋଇଥିବା ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେରେ ଫେମିନା ମିସ୍ ଇଣ୍ଡିଆ ୨୦୨୬: ମୁକୁଟ ପିନ୍ଧିଲେ…
Nightclubs to reopen and rule-of-six rules to end in all countries
It is a long established fact that a reader will be distracted by the readable…
ଆଉ ଶୁଣିବାକୁ ମିଳିବ ନାହିଁ ଅରିଜିତ୍ ସିଂଙ୍କ ଗୀତ
ବଲିଉଡ୍ର ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟକ ଅରିଜିତ୍ ସିଂ ଚଳଚ୍ଚିତ୍ର ପାଇଁ କଣ୍ଠଦାନ ବା ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ରୁ ଅବସର ନେଉଥିବା ଜଣାଇଛନ୍ତି।…

