`ଡାବର ହନି’ ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ଆପଣ ଜାଣିଥିବେ ସ୍ଵାସ୍ଥ୍ୟ ପାଇଁ ମହୁ ହିତକର ।ମହୁକୁ ଓୌଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ । କିନ୍ତୁ ମହୁକୁ ନେଇ ଏବେ ଆସିଛି ବଡ ତଥ୍ୟ ।ବିଶେଷ କରି ଡାବର ହନି ବ୍ରାଣ୍ଡକୁ ନେଇ ବଡ଼ ଖୁଲାସା ହୋଇଛି । ଅକ ଲ୍ୟାବ ରିପୋର୍ଟରୁ ଜମାପଡିଛି ଯେ ଡାବର ହନିରେ ରହିଛି କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ । ଏହି ରିପୋର୍ଟ ଆସିବା ପରେ କମ୍ପାନୀର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି । ଦିନକୁ ୩୦ ଗ୍ରାମରୁ ଅଧିକ ମହୁ ଖାଇଲେ କ୍ୟାନ୍ସର ହୋଇପାରେ । ସାଧାରଣ ମହୁ ଅପେକ୍ଷା ଡାବର ହନୀରେ ଅତ୍ୟଧିକ ହାଇଡ୍ରୋକ୍ସି ମିଥାଇଲ ରହିଛି । ତେଣୁ ଅଧିକ ମହୁ ଖାଇବା ଦ୍ବାରା କର୍କଟର କାରଣ ହୋଇପାରେ । ଏହା ସୁସ୍ଥ ଶରୀରକୁ ଅସୁସ୍ଥ କରିଥାଏ ।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!