ବଲିଉଡରେ ଚାଲିଛି ଟକ୍କର ।ଅକ୍ଷୟ କୁମାରଙ୍କ ଓଏମ୍ଜି-୨ ଓ ସନି ଦେଓଲଙ୍କ ଗଦର ୨ ମଧ୍ୟରେ ଚାଲିଛି ଟକ୍କର । ୨ ଦିନ ଭିତରେ ଓଏମ୍ଜି-୨ ୨୫ କୋଟି କମେଇଥିବା ବେଳେ ଗଦର ୨ ୧୦୦ କୋଟି ଇନକମ କରିଛି । ଓଏମ୍ଜି-୨କୁ ପୂର୍ବରୁ ନେଇ ବିବାଦ ଦେଖାଯାଇଥିଲେ ହେଁ ଦର୍ଶକ ଏହାକୁ ମାଷ୍ଟରପିସ୍ ବୋଲି କହୁଛନ୍ତି।କିନ୍ତୁ ସନି ଦେଓଲଙ୍କ ଆକ୍ଟିକୁ ଦର୍ଶକ ଗଦର ୨ରେ ଅଧିକ ପସନ୍ଦ କରିଛନ୍ତି । ୨ ବର୍ଷ ପରେ ପୁଣି ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ହଇଚଇ ସୃଷ୍ଟି କରିଛି ।
Related Posts
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଶିଳ୍ପା ସେଟ୍ଟୀ
ଓଡ଼ିଶାରେ ବଲିଉଡ୍ ସୁନ୍ଦରୀ ଶିଳ୍ପା ସେଟ୍ଟୀ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମାୟାନଗରୀରୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି ଶିଳ୍ପା ସେଟ୍ଟୀ।…
ବାପାଙ୍କ ମୃତ୍ୟୁ ଖବର ମିଥ୍ୟା ବୋଲି ଖିଲେ ଈଶା ଦେଓଲଙ୍କ
ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ମଧ୍ୟରେ ଅଭିନେତାଙ୍କ ଝିଅ ଈଶା ଦେଓଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ…
ପୁଷ୍କରା,ଦ ସି ଆଣ୍ଡ ସେଭନ ଭିଲେଜେସ ସମେତ ପ୍ରକୃତି ମିଶ୍ର ଜାତୀୟ ପୁରସ୍କାରରେ ସମ୍ମାନିତ
ଜାତୀୟ ସ୍ତରରେ ଚମକିଲା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି । ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ସମେତ ‘ଦ ସି ଆଣ୍ଡ ସେଭନ…

