ନିରବି ଗଲା ଏନ ଭଲରମଥିଙ୍କ ସ୍ବର

ଚନ୍ଦ୍ରଯାନ-୩ ଲଞ୍ଚିଂ ବେଳେ କାଉଣ୍ଟଡାଉନ ଭଏସ ଦେଉଥିବା ବୈଜ୍ଞାନିକ ଭଲରମଥୀଙ୍କ ଦେବାନ୍ତ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ହୃହଘାତରେ ମୃତ୍ୟୁ ହୋଇଛି । ଅନେକ ରକେଟ ଲଞ୍ଚିଂ ବେଳେ ଦରଦାର ସ୍ବରରେ ଦେଇଛନ୍ତି ଆଇକୋନିକ ଭଏସଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ଭଲରମଥୀ । ଆଜି ତାଙ୍କର ମୃତ୍ୟୁ ହୋଇଛି ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!