ବିଓବିକୁ ରାଜଭାଷା କୀର୍ତ୍ତି ପୁରସ୍କାର

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବର୍ଗରେ ବିଓବିକୁ ୨୦୨୨-୨୩ ବର୍ଷ ପାଇଁ ରାଜଭାଷା କୀର୍ତ୍ତି ପୁରସ୍କାର ଅଧୀନରେ ଦ୍ୱିତୀୟ ପୁରସ୍କାର ଦିଆଯାଇଛି। ୨ୟ ବର୍ଷ ଲାଗି ବ୍ୟାଙ୍କ ଅଫ ବରୋଦା (ବିଓବି) କୁ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରାଯାଇଛି।

ଏପରିକି ୨୦୨୩ ହିନ୍ଦୀ ଦିବସ ଉପଲକ୍ଷେ ପୁଣେ (ମହାରାଷ୍ଟ୍ର)ଠାରେ ଆୟୋଜିତ ୩ୟ ଅଲ ଇଣ୍ଡିଆ ଅଫିସିଆଲ ଲାଙ୍ଗୁଏଜ କନଫରେନସ ଅବସରରେ ବିଓବିର ଏମଡି ତଥା ସିଇଓ ଦେବଦତ୍ତ ଚାନ୍ଦ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କଠାରୁ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।

ଏହି ପରିପ୍ରେକ୍ଷୀରେ ପିସଓଏଲର ଉପାଧ୍ୟକ୍ଷ ଭର୍ତ୍ତୃହରି ମହତାବ, ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ ଡିଓଏଲର ସଚିବ ଅଂଶୁଲି ଆରିଆ ପ୍ରମୁଖ ଉପସ୍ଥିତ ଥିଲେ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!