ଏସିଆନ ଗେମ୍ସରେ ଭାରତକୁ ମିଳିଛି ପ୍ରଥମ ସ୍ବର୍ଣ୍ଣ । ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଛି ଗୋଲ୍ଡ ମେଡାଲ । ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ରୁନ୍ଦ୍ରକେଶ ପାଟିଲ ଓ ଦିବ୍ୟାଂଶ ସିଂଙ୍କ ମିଳିତ ପ୍ରୟାସରେ ଭାରତକୁ ଆଣି ଦେଇଛନ୍ତି ଏହି ସଫଳତା । ରୋଇଂରେ ମଧ୍ୟ ଭାରତକୁ ପଦକ ମିଳିଛି । ରୋଇଂରେ ବ୍ରୋଞ୍ଜ ମେଡାଲ ହାସଲ କରିଛି ଭାରତ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି ।
Related Posts
ବିଶ୍ବକପ୍ ଫାଇନାଲ୍ ଲାଗି ଅହମଦାବାଦ ଯିବାକୁ ସ୍ବତନ୍ତ୍ର ରେଳ
ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ରବିବାର ଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ…
ICC ଟି-୨୦ ଟିମ୍ ରାକିଂରେ ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ
ଭାରତଠାରୁ ୪ବର୍ଷ ପରେ ଟି-୨୦ ରାକିଂର ତାଜ୍ ହାତଛଡ଼ା ହୋଇଛି । ଆୟରଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ବିପର୍ଯ୍ୟସ୍ତ ଭାବେ…
ନବମ ଥର ପାଇଁ ଏସିଆ କପ୍ ମୁକୁଟ ପିନ୍ଧିଲା ଭାରତ,ବିନା ଟ୍ରଫିରେ ସେଲିବ୍ରେସନ କଲା ସୂର୍ଯ୍ୟ ସେନା
ପୁଣି ଥରେ ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍ ଦଳ। ରବିବାର ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ…

