ଏସିଆନ୍ ଗେମସରେ ଭାରତୀୟଙ୍କ ଚମତ୍କାର ପ୍ରଦର୍ଶନ। ନୌଚାଳନାରେ ସିଲଭର ମେଡାଲ୍ ହାତେଇଲେ ନେହା ଠାକୁର । ନେହା ଠାକୁର ମଧ୍ୟପ୍ରଦେଶ ଅମଲାଗଞ୍ଜର ତାଙ୍କୁ ମାତ୍ର ୧୭ ବର୍ଷ । ଗତବର୍ଷ ଆବୁଧାବିରେ ଏସିଆନ୍ ସେଲିଂ ଚାମ୍ପିଅନସିପରେ ବ୍ରୋଞ୍ଚ ପଦକ ଜିତିଥିଲେ ସେ। ଏବେ ଭାରତର ମୋଟ୍ ମେ଼ାସ ସଂଖ୍ୟା ୧୨। ସେହିପରି ଏସିଆନ୍ ଗେମସର ତୃତୀୟ ଦିନରେ ପୁରୁଷ ହକି ଟିମ୍ ସିଙ୍ଗାପୁରକୁ ୧୬-୧ରେ ପରାସ୍ତ କରି ବିଶାଳ ବିଜୟ ହାସଲ କରିଛି ।

